ଆଜି ଅନ୍ତର୍ଜାତୀୟ ମାତୃ ଦିବସ

ଜନ୍ମ ଦେଇ ନାହାନ୍ତି, ହେଲେ ଜନ୍ମ କଲା ମା’ଠାରୁ କମ୍‌ ନୁହନ୍ତି ଭୁବନେଶ୍ୱର : ଜନ୍ମ କଲା ମା’ ପର କରି ଚାଲି ଯାଇଛି। ହେଲେ ଏହି ଅନାଥ ପିଲାମାନଙ୍କୁ କେବେ ମମତାର ଅଭାବ କରାଇ ଦେଇନାହାନ୍ତି ଯୌବନରେ ପାଦ ଥାପିଥିବା କିଛି ଅବିବାହିତ ଯୁବତୀ। ବୟସ ସେମାନଙ୍କର ୧୯ରୁ ୨୫ ବର୍ଷ ଭିତରେ ହେବ। ବିବାହ କରି ଘର ସଂସାର କରିବା ବୟସରେ ସେମାନେ ଏମିତି ଏକ ମହତ୍‌ … Continue reading ଆଜି ଅନ୍ତର୍ଜାତୀୟ ମାତୃ ଦିବସ